Breaking News

କୋଣାର୍କ ସୂର୍ଯ୍ଯମନ୍ଦିର ବୁଲି ଦେଖିଲେ ଚଳଚିତ୍ର କଳାକାର ଓନୋବେଲ ପୁରଷ୍କୃତ ଜାହାନ

କୋଣାର୍କ -     ଚଳଚିତ୍ର କଳାକାର କବିର ବେଦୀ  ତାଙ୍କ ସହ ଆସିଥବା ବାନ୍ଧବୀ ଓ  1985 ମସିହାରେ ଶାନ୍ତି ନୋବେଲ ପୁରସ୍କାର ପାଇଥିବା  ମିଷ୍ଟର କାହାନ  କୋଣାର୍କ ସୂର୍ଯ୍ୟ ମନ୍ଦିରର କଳା ଓ ଭାଶ୍ଚ୍ୟର୍ଯ୍ୟ ବୁଲି ଦେଖିଥିଲେ  । ଏହି ମନ୍ଦିର ର ପ୍ରାଚୀନ କଳାକୃତି, କୀର୍ତ୍ତିରାଜି ଓ ଭାସ୍କର୍ଯ୍ୟ ବିଶ୍ୱରେ ଅଦ୍ୱିତୀୟ ବୋଲି କହିଥିଲେ ।  ଏହି ପରିପ୍ରେକ୍ଷୀରେ ମନ୍ଦିର ନିର୍ମାତା ମହାରାଜା ଲାଂଙ୍ଗୁଳା ନରସିଂହ ଦେବ, ମୁଖ୍ୟ ସ୍ଥାପିତ ବିଶୁମହାରଣା,ବାରସହ ଶିଳ୍ପୀ ଓ ଧର୍ମପଦଙ୍କ କଥାକୁ ମନେପକାଇ ଏହି ପ୍ରାଚୀନ ଓ ମହନୀୟ କଳାକୃତି  କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଭାବବିହୁଳିତ ହେଇଥିଲେ।
କୋଣାର୍କ ମନ୍ଦିରର ଐତିହାସିକ କାହାଣୀ  କବିର ବେଦୀ ଇଂରାଜୀ ରେ ନିଜ ସ୍ୱରରେ କୋଣାର୍କ ଆଲୋକ ଓ ଶବ୍ଦ ଦେଇଛନ୍ତି l କୋଣାର୍କ ରେ ତାଙ୍କ ସ୍ତ୍ରୀଙ୍କ ଅନୁଭୂତି ରହିଛି କୋଣାର୍କ ମଦିରରେ ଓଡିଶାର କଳା, ସଂସ୍କୃତି ଓ ପରମ୍ପରା   ବିଶ୍ଵ ରେ ପ୍ରସିଦ୍ଧ ଲାଭ କରିଛି ବୋଲି କବିର ଦେବୀ ଓ ମିଷ୍ଟର କାହାନ  କହନ୍ତି l
ନିମାପଡାରୁ    ଜୟନ୍ତ ସେଠୀ

Konark mandihar

Blog Archive

Popular Posts