ସାକ୍ଷୀଗୋପାଳରେ ଭାଗବତ ପାରାୟଣ ଆରମ୍ଭ
ସାକ୍ଷୀଗୋପାଳ ----- ସାକ୍ଷୀଗୋପିନାଥଙ୍କ ମନ୍ଦିର ନିକଟରେ ସାତଦିନ ଧରି ଭାଗବତ ପାରାୟଣ କରାଯାଉଛି । ମହାକାର୍ତ୍ତିକ ମାସ ଅବସରରେ ନିଆଳି ଭାଗବତ ପାରାୟଣ ପରିଷଦ ଓ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ହୋଉଛି । ଡା. ରାଧାନାଥ ପଣ୍ଡା ପ୍ରବକ୍ତା ଭାବରେ ପ୍ରବଚନ ଦେଉଛନ୍ତି । ଭାଗବତ ପାରାୟଣରେସହଯୋଗ କରୁଛନ୍ତି ନାରାୟଣ ମିଶ୍ର ,ପ୍ରଭାତ କୁମାର ତ୍ରିପାଠୀ ଓ ଗୋବିନ୍ଦ ଚନ୍ଦ୍ର ନନ୍ଦ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Sakhigopalera Bhgabata parayan