Breaking News

ବିଜେପି ପକ୍ଷରୁ ପିପିଲି ବ୍ଳକ ଘେରାଉ

ପିପିଲି----- ବିଜେପି ପକ୍ଷରୁ ସାରା ରାଜ୍ଯରେ ପିସି ବିରୁଧରେ ଆନ୍ଦୋଳନ କରାଯାଇଛି । ପିପିଲିର ନେତା ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ବରେ ଶତାଧିକ ମହିଳା ପୁରୁଷ କର୍ମୀ ମାନେ ସଙ୍କଟ ମୋଚନ ମହାବିରୀ ମନ୍ଦିର ଠାରୁ ବାହାରିଥିଲା । ବିଜେଡି ସରକାର ଓ କଂଗ୍ରେସ  ଦଳ ବିରୁଧରେ ନାରାବାଜି ଦେଇ ପିପିଲି ବ୍ଳକଠାରେ ପହଞ୍ଚିଥିଲା । ଅନୁଷ୍ଠିତ ପ୍ରତିବାଦ ସଭାରେ  ରାଜ୍ଯ  ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡା  ଯୋଗଦେଇ ସରକାରୀ କର୍ମଚାରୁ ପିସି ନ ନେଲେ ଫାଇଲି ସେଠାରେ ସେହିପରି ରହିଯାଉଛି ବୋଲି କହିଥିଲେ । ଅନ୍ଯ ମାନଙ୍କ ମଧ୍ଯରେ ପୁରୀ ଜିଲ୍ଳା ଉପସଭାପତି ଜନ୍ମଯେୟ ଜେନା , ଜିଲ୍ଳା କୃଷକ ମୋର୍ଚ୍ଚାର ସଭାପତି ଅଜୟ ପ୍ରଧାନ ପ୍ରମୂଖ ଯୋଗ ଦେଇଥିଲେ  । ମୂଖ୍ଯମନ୍ତୀ ଓ କୃଷି ଓ ପଞ୍ଚାୟତ ରାଜ ମନ୍ତୀଙ୍କ କୁଶପୁତଳିକା ଦାହ କରାଯାଇଥିଲା ।
ପିପିଲିରୁ ------- ବିଜୟ ମହାପାତ୍ର
BJP Pipili block office gearau

Blog Archive

Popular Posts