ବାଙ୍କୀ ବ୍ଲକ ର ଓସ୍ତିଆ ପଞ୍ଚାୟତ ଲୋକମାନଙ୍କ ଦ୍ଵାରା ମନରୋଗା କାମ
Ostia Panchayat people in the rest of the block are suffering from mental illness
କଟକ- ବାଙ୍କୀ ବ୍ଲକ ଓସ୍ତିଆ ପଞ୍ଚାୟତ ର ବଗୁଲିଦେଇ ଯିବାକୁ ରାସ୍ତା କାମ ସରକାର ଙ୍କ NRGS ଯୋଜନା ଦ୍ବାରା କରାଯାଉଅଛି ।ଉକ୍ତ ରାସ୍ତାକାମ ସରପଞ୍ଚ ଆର୍ତବନ୍ଧୁ ବେହେରା ଙ୍କ ତତ୍ବାବଧାନରେ ସୁଚାରୁ ରୂପେ ଚାଲିଅଛି । ନାଏବ ସରପଞ୍ଚ - ସୁମିତ୍ରା ରାଉତ , ସମାଜ ସେବୀ - ବିକାଶ ରାଉତ, ସୁଶାନ୍ତ ବେହେରା , କାଳିଆ ବେହେରା , ମୁନା ସାହୁ ,ଟୁଟୁ ସାହୁ , ବୁଲା ସାହୁ ଙ୍କ ଉପସ୍ଥିତିରେ ଉକ୍ତ ରାସ୍ତା କାମ କୌଣସି ଆଧୁନିକ ଯନ୍ତ୍ରର ବ୍ୟବହାର ନକରାଯାଇ ପଞ୍ଚାୟତର ଶ୍ରମିକ ମାନଙ୍କ ଦ୍ଵାରା କରା ଯାଉଅଛି । ରାସ୍ତାକାମ ବହୁତ ଉନ୍ନତ ମାନର ବୋଲି ଜନମୁଖରେ ଆଲୋଚନା ର ବିଷୟବସ୍ତୁ ପାଲଟିଛି । କଟକ ରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୫/୭/୨୦୨୨-----୯,୨୫ Sakhigopal News,5/7/2022