Breaking News

ଛଅ ଲିଟର ଦେଶୀ ମଦ ଜବତ;ଜଣେ ଗିରଫ

 Six liters of native liquor seized; one arrested.

ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ କୃଷ୍ଣଚନ୍ଦ୍ର ବେହେରା ଡ୍ୟୁଟି କରୁଥିବା ବେଳେ ବାହ୍ମଣପଡା ଗ୍ରାମର ଗୌତମ ଗୁରୁଙ୍କ ଠାରୁ ୬ ଲିଟର ଦେଶୀ ମଦ ଜବତ କରିଛନ୍ତି । ଏବଂ ଦେଶୀ ଚୋରା ମଦ କାରବାର କରୁଥିବା ଅଭିଯୋଗରେ ଶ୍ରୀ ଗୁରୁଙ୍କୁ ଗିରଫ କରି ତାଙ୍କ ନାମରେ ୧୦୭/୨୨ରେ ଏକ ମାମଲା ରୁଜ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୪/୨୦୨୨---୫,୪୦   Sakhigopal News, 11/4/2022

Blog Archive