ଡେଲାଙ୍ଗରେ ପ୍ରଥମ ଦିନରେ 38ଜଣ ପ୍ରାର୍ଥୀ ପତ୍ର ଦାଖଲ କଲେ
On the first day in Delang, 38 candidates submitted their nominations.
ଡେଲାଙ୍ଗ --- ଡେଲାଙ୍ଗ ବ୍ଳକରେ ପ୍ରଥମ ଦିନରେ ୩୮ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବିଡିଓ ତଥା ବ୍ଳକ ନିର୍ବାଚନ ଅଧିକାରୀ ଦୀଲ୍ଲିପ କୁମାର ଷଡଙ୍ଗୀଙ୍କ ଠାରୁ ସୁଚନା ମିଳିଛି । ୨୧ ଗୋଟି ଗ୍ରାମ ପଞ୍ଚାୟତରୁ ୫ଜଣ ସରପଞ୍ଚ, ୧ ସମିତିସଭ୍ୟ ଓ ୩୨ ଜଣ ୱାଡ ସଭ୍ୟସଭ୍ୟା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ ଗାଇଡି ଲାଇନି ଅନୁଯାୟୀ ସମସ୍ତ ପ୍ରାର୍ଥୀ ପତ୍ର ଦାଖଲ କରିବା ସମୟରେ କେବଳ ସମର୍ଥକ ଓ ପ୍ରସ୍ତାବକ ମାନଙ୍କୁ ସାଙ୍ଗରେ ଧରି ପ୍ରାର୍ଥୀପତ୍ର ଦାଖଲ କରିଥିବାର ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୭/୧/୨୦୨୨ ୬,୫୦
Sakhigopal News, 17/1/2022