Breaking News

ସ୍ମୁଟି ଧକ୍କାରେ ବୁଦ୍ଧାଙ୍କ ମୃତ୍ୟୁ

 Buddha dies in shock 
ଭଞ୍ଜନଗର--ଭଞ୍ଜନଗର ଥାନା ଅନ୍ତର୍ଗତ ବରଙ୍ଗନାଳ ନିକଟରେ ସ୍ମୁଟି ଧକ୍କାରେ ୭୫ ବର୍ଷିଆ ବୁଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସତ୍ୟ ସେଠୀ( ୭୫)ବର୍ଷ । ଘର ଭଞ୍ଜନଗର ଥାନା ଅନ୍ତର୍ଗତ ତୁଳସୀପଲ୍ଲୀ ନୂଆଁସାହିରେ ।ଖବର ନେବାରେ ସତ୍ୟ ଶନିବାର ସନ୍ଧ୍ୟା ୫ଟା ସମୟରେ ଚାଲିଚାଲି ଯାଉଥିଲେ । ହଠାତ୍  ଏକ ସ୍ମୁଟି ଟିପଛ ପଟୁ  ସତ୍ଯକୁ ଧକ୍କା ଦେବା ଫଳରେ ସତ୍ୟ ଛଟିକି ହୋଇ ପଡିବାରୁ ମୁଣ୍ଡରେ  ଆଘାତ ଲାଗିଥିଲା । ଗୁରୁତର ହେବାରୁ ପ୍ରଥମେ ଭଞ୍ଜନଗର ପରେ ବ୍ରହ୍ମପୁର ବଡଡାକ୍ତରଖାନାକୁ ନେବା ସମୟରେ ସତ୍ୟଙ୍କର ମୃତ୍ୟୁ ଘଟିଥିଲା । 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୧/୨୦୨୧---୯,୧୦  Sakhigopal News,2/1/2022

Blog Archive

Popular Posts