Breaking News

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିଖିଳଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବରେ ସମ୍ମାନୀତ ହେଲେ

Odisha Adarsh ​​Vidyalaya student was honored at the All India Freedom Fighters' Festival


ସାକ୍ଷୀଗୋପାଳ ----  ସତ୍ୟବାଦୀ  ବ୍ଳକର ଓଡିଶା ଆଦର୍ଶ  ବିଦ୍ୟାଳୟର ୭ମ ଶ୍ରେଶୀର ଛାତ୍ରୀ ସ୍ନେହଶ୍ରଦ୍ଧା ପ୍ରଧାନ ଡ. ହରେକୃଷ୍ଣ ମହାତାବଙ୍କ ଜୀବନି ଉପରେ ମତ ରଖି ରୌପ୍ୟ ପଦକ ପାଇଛନ୍ତି । ସେ କୃପାନିଧି ପ୍ରଧାନଙ୍କ ଝିଅ ତାଙ୍କ ଘର ସତ୍ୟବାଦୀର ହିରଣପଡା ଗ୍ରାମରେ । ନିଖିଳଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବରେ ଯୋଗ ଦେଇ ମହତାବଙ୍କ ଶ୍ରଦ୍ଧା ଦିବସରେ ନିଜର ମତ ପ୍ରକାଶ କରିଥିଲେ । ଯାହା ଫଳରେକି  ଉପସ୍ଥିତ ଥିବା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଠାରୁ ରୌପ୍ୟ ପଦକ ସହିତ ମାନପତ୍ର ଗ୍ରହଣ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ  ସାଂସଦ ପ୍ରସନ୍ନ ଆଚାର୍ଯ୍ୟ , ପିସିସି ଜୟଦେବ ଜେନା, ସାଂସଦ ଭତ୍ତହରି ମହତାବ ପ୍ରମୁଖ ଉପସ୍ଥିତ ରହିଥିଷଲ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୧/୨୦୨୨---୬,୫୦   Sakhigopal News, 3/1/2022


Blog Archive

Popular Posts