Breaking News

ସାକ୍ଷୀଗୋପିନାଥଙ୍କ ପୁଷ୍ଫ୍ୟା ଭିଷେକ ପାଇଁ ଅଧିବାସ

 Sakshigopinath's abode for the flowering of Vishak


 ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କର ପୁଷ୍ପ୍ୟାଭିଷେକ ବା ରାଜା ଭିଷେକ ଅନୁଷ୍ଠିତ ହେବ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ବର୍ଷକୁ ଥରେ ଠାକୁର ଫୁଲରେ ରାଜା ବେଶ ଅନୁଷ୍ଠିତ ହୋଇଥାନ୍ତି । ମନ୍ଦିରରେ ଗୋଧନବାହୁଡା ବେଶ ପରେ ଠାକୁରଙ୍କର ଅଧିବାସ ହୋଇଥାଏ । ଏଥିରେ ଚୁଆ, ଚନ୍ଦନ, କର୍ପୁର, ଅଗୁର, ଗୋଲାପଜଳ, କସ୍ତୁରୀ ସହିତ ବିଭିନ୍ନ ବାସ୍ନା ଫୁଲ ପାଣିରେ ପଡି ଠାକୁରଙ୍କ ପାଖରେ ଅଧିବାସ କରାଯାଇଥାଏ ବୋଲି ମନ୍ଦିର ସୁପର ଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୧/୨୦୨୨-----୪,୪୦  



Sakhigopal News , 16/1/2022

Blog Archive

Popular Posts