Breaking News

ତିରିଶି ଲିଟର ଦେଶୀ ମଦ ଜବତ, ୨ ଗିରଫ

Thirty liters of native wine seized, 2 arrested.


ଓଡ଼ଗାଁ:- ଦେଶୀ ମଦ ବିକ୍ରୀ ଅଭିଯୋଗ ରେ ଓଡ଼ଗାଁ ଥାନା ପୋଲିସ ୨ ଜଣକୁ ଗିରଫ କରିଛି।ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଜାମୁପାଟଣା ଗ୍ରାମର ଗୋକୁଳ ନାହାକ, ଓ ଶାଳିଆଝାରି ଗ୍ରାମର ପଂଚାନନ ବେହେରା। ଓଡ଼ଗାଁ ଥାନା ର ନୂତନ ଅଧିକାରୀ ଭାବେ ଯୋଗଦେଇଥିବା ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ଅତର୍କିତ ଭାବେ ଚଢ଼ାଉ କରି ଆଜି ଉଭୟଙ୍କ ଠାରୁ  ୩୦ ଲିଟର ଦେଶୀ ମଦ ଜବତ କରିବା ସହ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଉଭୟ ଅଭିଯୁକ୍ତଙ୍କ ନାଁ ରେ ୧୩୬ ଓ ୧୩୭/୨୧ ରେ ଦୁଇଟି ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ,  ଓଡ଼ଗାଁ
:- ୩/୧୨/୨୧ ---୯,୦୦
Sakhigopal News,3/12/2021

Blog Archive

Popular Posts