Breaking News

ସରପଞ୍ଚମାନଙ୍କୁ ଗାଁ କଲ୍ୟାଣ ସମିତିରୁ ପଇସା ଦିଆହେବ

Sarpanches will be paid from the Village Welfare Committee.

ସାକ୍ଷୀଗୋପାଳ---- ସରପଞ୍ଚ ମାନେ ବିଜୁ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡବଣ୍ଟନ ସମୟରେ ଯେଉଁ ଅର୍ଥ ଖର୍ଚ୍ଚ କରିଥିଲେ ସେଥିପାଇଁ ଗାଁ କଲ୍ୟାଣ ସମିତିରୁ ୫ହଜାର ଟଙ୍କା ଦେବା ପାଇଁ ଏକ ନିର୍ଦ୍ଦେଶ ଆସିଥିବା ଜଣାପଡିଛି । କାରଣ ସରପଞ୍ଚ ମାନେ ଏହି ଅର୍ଥ ଖର୍ଚ୍ଚ କରି ସେମାନଙ୍କର କ୍ଷତି ହୋଇଛି । ସେଥିପାଇଁ ଗାଁ କଲ୍ୟାଣ ସମିତିକୁ ୨୦ ହଜାର ଟଙ୍କା ଆସିଛି ସେଥିରୁ ୫ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାରଣ ଗାଁ କଲ୍ୟାଣ ସମିତି ଯୋଜନା ସତ୍ୟବାଦୀରେ କେବଳ କାଗଜ ପତ୍ରରେ ଚାଲିଛି । ତେଣୁ ସରପଞ୍ଚ ମାନେ ଏହକୁ ବିରୋଧ କରିବେ ତେଣୁ ଶେଷ ସମୟରେ ସରପଞ୍ଚ ମାନଙ୍କୁ ଖୁସି କରିବା ପାଇଁ ଗାଁ କଲ୍ରାଣ ସମିତି ପକ୍ଷରୁ ଏହା ଏକ ଅଭିନବ ଚିନ୍ତାଧାରା ବୋଲି ସତ୍ୟବାଦୀରେ ବେଶ ଆଲେଚନାର ବିସୟ ହୋଇପଡିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୨/୧୨/୨୦୨୧---୮,୪୦

  Sakhigopal News, 2/12/2021

Blog Archive

Popular Posts