ଆଇ ଆର,ବି ଯବାନ ବାଇକ୍ ଦୁଘର୍ଟଣାରେ ଗୁରୁତର
IR, B Javanese are serious in bike accidents
ଭଞ୍ଜନଗର- ସ୍ଥାନୀୟ ଥାନା ଅନ୍ତର୍ଗତ ଉପ-ଜିଲ୍ଲାପାଳ କାର୍ଯ୍ୟଳୟ ନିକଟରେ ଆଇ,ଆର,ବି ଯବାନ ଶିବରାମ ନାଇକ ବାଇକ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ଶିବରାମ ଛିଟିକି ହେଇ ପଡିବା ଯୋଗୁଁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭତ୍ତି କରିଥିଲେ । ଶିବରାମର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଛି । ନେବାରେ ଶିବରାମ ଜଣେ ଆଇ,ଆର,ବି ଯବାନ ଭାବେ ବେଲଗୁଣ୍ଠା ବ୍ଲକ ତନରଡା ଗ୍ରାମ ନିକଟରେ ଥିବା ଆଇ,ଆର,ବି କ୍ୟାମ୍ପରେ କାର୍ଯ୍ୟରତ । ଶିବରାମ ନିଜ ଘର ଭଞ୍ଜନଗର ଥାନା ଅନ୍ତର୍ଗତ ଭେଜିପୁଟ ସାନ ହରିଜନସାହିରେ ଘରକୁ ଆସି କ୍ୟାମ୍ପକୁ ବାଇକ୍ ଯୋଗୋ ଫେରୁଥିବା ବେଳେ କୈଣସି କାରଣରୁ ଚଳନ୍ତା ବାଇକ୍ ରୁ ପଡି ଏହି ଦୁର୍ଘଟଣା ଘଟିଥିଲା ।ଏହି ଦୁଘର୍ଟଣା ବିଷୟରେ ଭଞ୍ଜନଗର ଥାନା ଅଧିକାରୀ ସୁଦିପ୍ର କୁମାର ସାହୁ ଖବର ପାଇ ଡାକ୍ତରଖାନାରେ ପହଞ୍ଜି ଗୁରୁତର ଆହତ ଶିବରାମର ଚିକିତ୍ସାରେ ସହଯୋଗ କରିଥିଲେ ।

ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୧/୨୦୨୧---୮,୪୦
Sakhigopal News 6/11/2021