କଲେଜ ଶିକ୍ଷୟତ୍ରୀ ମମିତା ମେହେର କୁ ଅପହରଣ ଓ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ,ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କୁ ବହିଷ୍କାର ଦାବି
College teacher Mamita Meher kidnapped and murdered after misdemeanor
ନୟାଗଡ଼-----ବଲାଙ୍ଗୀର ତୁରେଇକେଲାଜନ୍ମିତ ଯୁବତୀ କଳାହାଣ୍ଡି ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ମେହେର କୁ ଅପହରଣ ଓ ଦୁଷ୍କର୍ମ ପରେ ହତ୍ୟା କରି ପୋଡି ମାଟି ତଳେ ପୋତି ଦିଆଯାଇଥିଲା । ଏହି ମାମଲାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କୁ ବହିଷ୍କାର ସହିତ ତାଙ୍କ ବିରୁଦ୍ଧରେ ଧାରା302

ଏବଂ120,ବିରେ ମାମଲା ରୁଜ କରି ଗିରଫ କରିବା ପାଇଁ ଦାବି । ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣି ଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ ଜିଲ୍ଲାସଭାପତି ତ୍ରିନାଥ ନାୟକ ଜିଲାପାଳଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଯଦି ମନ୍ତ୍ରୀ ଙ୍କୁ ବହିଷ୍କାର ଏବଂ ଗିରଫ କରାନଯାଏ ତାହେଲେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାନ୍ୟବର ଉଚ୍ଚନ୍ୟାଳୟ ଏବଂ ଉଚ୍ଚତମ ନ୍ୟାୟାଳୟ ଙ୍କ ଦ୍ୱାରସ୍ଥ ହେବ ବୋଲି ଜିଲା ସଭାପତି ତ୍ରିନାଥ ନାୟକ କହିଛନ୍ତି।
College teacher Mamita Meher kidnapped and murdered after misdemeanor
College teacher Mamita Meher kidnapped and murdered after misdemeanor
ନୟାଗଡ଼ ରୁ ନିରଞ୍ଜନ ଦାସ ଙ୍କ ରିପୋର୍ଟ,୬/୧୧/୨୦୨୧ ୧୦,୦୦
Sakhigopal News,6/11/2021