Breaking News

କେ ଏସ୍ ୟୁ ବି କଲେଜ ନାଭାଲ୍ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

 Swachh Bharat program by KSBB College Naval students

ଭଞ୍ଜନଗର,----- ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଏନ୍ ସି ସି ନାଭାଲ ଛାତ୍ର ଛାତ୍ରୀ ଆଜି  କଲେଜ ପରିସରକୁ ସଫେଇ କରିଛନ୍ତି ।  ଏହାପରେ ସେମାନେ  ସଚେତନତା ବାର୍ତ୍ତା ନେଇ ନଗର ପରିକ୍ରମା କରିଥିଲେ।  କଲେଜ ଅଧ୍ୟକ୍ଷ ଡଃ ସୁବାସ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ନାଭାଲ୍ ଅଫିସର ଡଃ ରବିନ୍ଦ୍ର କୁମାର ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୧୧/୨୦୨୧----୮,୩୦  Sakhigopal News,9/11/2021

Blog Archive

Popular Posts