ଖଲି ବେଝେଇ ଗାଡି ଓଲଟିଲା; ଅଳ୍ପକେ ବତ୍ତିଲେ ଡ୍ରାଇଭର ଓ ହେଲପର
The vehicle overturned; The driver and helper were slightly injured.
ଭଞ୍ଜନଗର--ସ୍ଥାନୀୟ ଥାନା ଅନ୍ତର୍ଗତ ଗୋଲାପଡା ଗ୍ରାମ ନିକଟରେ ଖଲି ବେଝେଇ ଟାଟା ମ୍ୟାଜିକ୍ ଗାଡି ଓଲଟି ପଡିଥିଲା । ଅଳ୍ପକେ ବତ୍ତିଗଲେ ଡ୍ରାଇଭର ଓ ହେଲପର୍ । ଖବର ନେବାରେ ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ବଦାଙ୍ଗି ନୂଆଁଗା ଗ୍ରାମରୁ ଖଲି ବେଝାେଇ କରି ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଖଲି ବେଝାେଇ ଗାଡିଟି ଭାରସାମ୍ୟ ହରାଇ ଗୋଲାପଡା ଠଉ ସ୍ଥାନୀୟ ଲୋକେ ସୁଚନା ଦେଇଛନ୍ତି ।

ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୧୧/୨୦୨୧ Sakhigopal News,9/11/2021