Breaking News

ପୁରୀ ଜିଲ୍ଲାର ବିଜେପିର ସୋସିଆଲ ମିଡିଆ ଦାୟତ୍ୱ ମିଳିଲା ଅମରଙ୍କୁ

ସାକ୍ଷୀଗୋପାଳ ---  ସତ୍ୟବାଦୀ ବିଜେପିର ଯୁବନେତା ଭାବେ ଦୀର୍ଘ ଦିନ ହେବ ମଣ୍ଡଳ ଉପସଭାପତି ଭାବେ ଅମର ଶତପଥୀ କାର୍ଯ୍ୟ କରି ଆସୁଥିଲେ  । ବିଜେପି ଦଳ ପାଇଁ ସତ୍ୟବାଦୀରେ ତାଙ୍କର ଅବଦାନ ବହୁତ ଅଛି  । ଦଳୀୟ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହ ସମାଜସେବା ଭାବରେ ସେ ସତ୍ୟବାଦୀରେ ପରିଚିତ । ଏବେ ତାଙ୍କୁ ପୁରୀ ଜିଲ୍ଲାର ଲୋକସଭା ଓ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି  ଅମରଙ୍କୁ ସୋସିଆଲ ମିଡିଆ ସଂଯୋଜକ ଭାବେ ଦାୟତ୍ୱ  ଦିଆଯାଇଥିବା ଜଣାପଡିଛି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts