ସତ୍ୟବାଦୀରେ ଉଜ୍ଜଳା ଯୋଜନାରେ ସାମିଲ ହେଲେ ୩୦ ପରିବାର
ସାକ୍ଷୀଗୋପାଳ -----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଉତ୍ତନ ସାହିରେ ଶନିବାର ଦିନ ୩୦ ଗୋଟି ପରିବାରଙ୍କୁ ଉଜ୍ୱଳା ଯୋଜନାରେ ସାମିଲ କରାଯାଇଛି । ବିଜେପିର ପୁରୁଖା ନେତା ଡ. ବିଶ୍ୱନାଥ ରଥ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥବା ଯୋଜନା ସମ୍ପର୍କେ ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୋବିନ୍ଦ ସ୍ୱାଇଁ ଓ ଧୁନିଆ ବେହେରାଙ୍କ ସହିତ ଗ୍ରାମର ଯୁବକ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି