>>
  • ପ୍ରଧାନ ଶିକ୍ଷକ ହରେକୃଷ୍ଣ ପାତ୍ର ଙ୍କ ସମ୍ବର୍ଦ୍ଧନା ଉତ୍ସବରେ ଓଡିଶୀ ଓ ଗୁରୁ ବନ୍ଦନା
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ
  • >>
  • ବାପାଙ୍କର ୭୫ ତମ ଜନ୍ମଦିନ ଧୁମଧାମରେ ପାଳିଲେ ପରିବାରର ସଦସ୍ୟମାନେ
  • >>
  • ହେରା ପଞ୍ଚମୀରେ ମା ଲକ୍ଷ୍ମୀ ରାଗରେ ରଥ ଭାଙ୍ଗିଲେ
  • >>
  • ଦୀର୍ଘ ୨୫ ବର୍ଷ ପରେ ତିନି ରଥରେ ମାଉସୀ ମା ଘରକୁ ଯାତ୍ରା କଲେ ଚତୁର୍ଦ୍ଧା ମୂର୍ତ୍ତି
  • >>
  • ଅନ୍ତର୍ଜାତୀୟ ମାଦକ ସେବନ ଓ ଅବୈଧ ମାଦକ ବ୍ୟବସାୟ ବିରୋଧୀ ଦିବସରେ ୱାଦାର ଯୁଦ୍ଧଂ ଦେହୀ ଡାକରା
  • >>
  • ଜଟଣୀ ଗଣେଶ ମହୋତ୍ସବ ପାଇଁ ଭୂମି ପୂଜନ ଅନୁଷ୍ଠିତ
  • >>
  • ଅବ୍ୟବସ୍ଥା ଘେରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
  • >>
  • ଦୀର୍ଘ ୨୫ ବର୍ଷ ପରେ ତିନି ରଥରେ ମାଉସୀ ଘରକୁ ଯାତ୍ରା କଲେ ଚତୁର୍ଦ୍ଧା ମୂର୍ତ୍ତି
  • >>
  • ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ପୂଣ୍ୟତିଥି ଅବସରରେ କର୍ମଭୂମିରେ ତିଳତର୍ପଣ
  • >>
  • ରୋଟାରୀ କ୍ଳବ ଭଞ୍ଜନଗରର ପ୍ରତିଷ୍ଠା ଦିବସ ପାଳିତ
  • >>
  • ଯୋଗ ପରିବାର ପକ୍ଷରୁ ଯୋଗ ସଚେତନତା ଶିବିର ଅନୁଷ୍ଠିତ
  • >>
  • ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆରୋଗ୍ୟ କାମନା କରି ସାକ୍ଷୀଗୋପିନାଥ ଦେବଙ୍କ ନିକଟରେ ଶହଶହ ଦୀପଦାନ
  • >>
  • ମିଲର ଧାନ ଉଠାଉନଥିବାରୁ ଚାଷୀ ଜିଲ୍ଲାପାଳ,ବିଡ଼ିଓ,ତହସିଲଦାର ,ଥାନାର ଦ୍ୱାରସ୍ଥ ହେଲେ
  • >>
  • ବାହାଡାପଦର ହାଇସ୍କୁଲରେ ଯୋଗ ଦିବସ ପାଳିତ
  • ରାସ୍ତା ଉପରେ ମରଣଯନ୍ତ୍ରା ଠିଆ ହୋଇଛି

    ଅତାବିରା----ବରଗଡ ଜିଲ୍ଲା ଅତାବିରା ଏନଏସି ସ୍ଥିତ ରେଙ୍ଗାଲିକ୍ୟାମ୍ପର ପାହାଡଶ୍ରୀଗିଡା କେନାଳ ରାସ୍ତାରେ ଜଳସେଚନ ବିଭାଗ ପକ୍ଷରୁ ମରଣଯନ୍ତ୍ରୀ ରଖାଯାଇଛି ବୋଲି ଜନସାଧାରଣଙ୍କ ଠାରୁ ଶୁଣିବାକୁ ମିଳୁଛି । ସୁଚନାଯୋଗ୍ୟ ଯେ ଉକ୍ତ ରାସ୍ତାରେ ଏକ ବଡଗଛ ଶୁଖିକି ମରି ଯାଇଛି । ପବନ ଟିକେ ହେଲେ ଗଛ ଦୋହଳ ମାରୁଛି । କେତେବେଳେ  କାହା ଉପରେ ଏ ଗଛ ଓଲଟି ପଡିବ ବା ଜୀବନ ନେବ ତାହା କହିବା କଷ୍ଟକର ହୋଇ ପଡିଛି । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡି ମଟର ଯିବା ଅ୍ରାସିବା କରିବା ସହ ଛୋଟ ଛୋଟ ପିଲାମାନେ ସ୍କୁଲ କଲେଜ ଯିବା ଆସିବା କରିଥାନ୍ତି । ଏମାନେ ଏହି ରାସ୍ତାରେ ଗଲା ବେଳେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଏ ସମ୍ପର୍କରେ ଜଳସେଚନ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଧିକାରୀ କହନ୍ତି ଗଛ କାଟିବା ପାଇଁ ଜିଲ୍ଲାପାଳ ଅନୁମତି ଦେଉନାହାନ୍ତି । ଏଣୁ ଗଛ କଟାଯାଇ ପାରୁନାହିଁ ବୋଲି ବିଭାଗୀୟ ଜେଇ କହନ୍ତି ବୋଲି ଶୁଣିବାକୁ ମିଳୁଛି । ଦୁର୍ଘଟଣା ଘଟିବା ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିବ ବୋଲି ଏବେ ଆଲେଚନା ହୋଉଛି । ଏଣୁ ତୁରନ୍ତ ଜିଲ୍ଲାପାଳ ମରିଯାଇଥିବା ଗଛ କାଟିବା ପାଇଁ ଜଳସେଚନ ବିଭାଗ ଅଧିକାରୀଙ୍କୁ ନିଦେଶ ଦେବାପାଇଁ ସ୍ଥାନୀୟ ବୁଦ୍ଦିଜିବୀ ମାନେ ଦାବୀ କରିଛନ୍ତି ।
    ଅତାବିରାରୁ ନବୀନ ଦାଶ

    Blog Archive

    Popular Posts