Breaking News

ଟ୍ରକ ଧକ୍କାରେ ଓକିଲଙ୍କର ମୃତ-

ପିପିଲି-----ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥନଂ ୩୧୬ ର ପିପିଲି ଟୋଲଗେଟ ନିକଟରେ ଦିନ୧୧ଘଟିକା ସମୟରେ ଏକ ଟ୍ରକ ଧକ୍କା ଦେବାରୁ ବାଇକି ଚାଳକ ତଥା ଓକିଲଙ୍କର ମୃତ ହୋଇଛି । ମୃତକଙ୍କ ଘର ନିମାପଡା ଥାନା ଅଧିନସ୍ଥ ପାଟପୁର ଗ୍ରାମର ବାସୁଦେବ ସ୍ୱାଇଁ(୫୦)ବର୍ଷ ବୋଲି ଜଣା ପଡିଛି । ସେ ଭୁବନେଶ୍ୱର କୋର୍ଟରେ ଓକିଲାତି କରନ୍ତି । ଦୃର୍ଘଟଣାର ଖବର ପାଇ ପିପିଲି ପୁଲିସ ଘଟଣା ସ୍ଥଳେ ପହଂଚି ଗାଡି ଦୁଇଟିକୁ ଜବତ କରି ଛନ୍ତି । ଟ୍ରକ ଡ୍ରାଇଭର ହରି ପ୍ରଧାନକୁ ପୁଲିସ ଗିରଫ କରିଥିବା ସୁଚନା ମିଳିଛି । ମୃତକ କୁ ପ୍ରଥମେ ନିକଟସ୍ଥ ସରକାରୀ ମେଡିକାଲରେ ପିପିଲିରେ କରାଯିବା ପରେ ସେଠାରୁ ତାର ଶବ ବ୍ୟବଛଦ ପାଇଁ ପୁରୀ ପଠା ଯାଇଛି ବୋଲି ପିପିଲି ପୋଲିସଙ୍କ ଠାରୁ  ସୁଚନା ମଳିଛି । 
ପିପିଲିରୁ ବିଜୟ କୁମାର ମହାପାତ୍ର       

Blog Archive

Popular Posts