ଅଜଣା ଗାଡି ଧକ୍କାରେ ଦୁଇ ଗୁରୁତର
କନ୍ଧମାଳ----- ଜାତୀୟ ରାଜପଥନଂ ୪୧ର ବାଙ୍ଗୁରୁ ବାରି ଠାରେ ଏକ ଦୂର୍ଘଟଣା ଘଟିଛି । ଏଥିରେ ଦୁଇ ସ୍କୁଟି ଆରୋହୀ ସଞାହୀନ ଅବସ୍ଥାରେ ରାସ୍ଥା ଉପରେ ପଡିଥିଲେ । ସେହି ସମୟରେ ନୁରୁଲ ହକ୍ ସେହି ରାସ୍ତା ଦେଇ ଯିବା ସମୟରେ ଦୁର୍ଘଟଣା ଦେଖି ତୁରନ୍ତ ୧୦୮ଆମ୍ବୁଲାନସକୁ ଯୋଗୋଯୋଗ କରିଥିଲେ । ଆମ୍ବୁଲାନସ ଆସିବା ଡେରି ହେବାରୁ ସ୍ଥାନୀୟ ଲୋକମାନେ ଓ ନୁରୂଲଙ୍କ ସହଯୋଗରେ ପାଖ ସ୍ବାସ୍ଥ୍ଯ କେନ୍ଦ୍ରକୁ ଚିକିସ୍ଥା ପାଇଁ ନିଆଯାଇଛି । ମାତ୍ର ଦୁର୍ଘଟଣା ଗସ୍ତ ଯୁବକ ମାନଙ୍କର ଏ ପର୍ଯ୍ଯନ୍ତ ପରିଚୟ ମିଳିନାହିଁ । କନ୍ଧମାଳରୁ --- ମନୋଜ କୁମାର ପଣ୍ଡା
Road durgatna dui ahata