Breaking News

ଅଟୋ ଓ ମଟର ସାଇକେଲ ମୁହାଁମୁହିଁ ଧକ୍କା ; ୧ ମୃତ୍ଯୃ

କୋଣାର୍କ----- ପୁରୀ ଜିଲ୍ଲା ଯୋଗେଶ୍ବର ପୁର ଛକରେ ଏକ  ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ।
ମୃତକଙ୍କ ହେଲେ ବବଲୁ ସାହୁ । ବବଲୁ ସାହୁ
ନୁଆହାଟ ବଜାରରେ ଥିବା  ଏକ ମଦ ଦୋକାନରେ କର୍ମଚାରୀ ଭାବେ କାମ କରନ୍ତି  ।  ଦୋକାନ ବନ୍ଦ କରି ଘରକୁ ବାଇକରେ  ଫେରୁଥିଲାବେଳେ ଅଟୋ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା  ।  ଘଟଣା ସ୍ଥଳରେ ବବୁଲୁଙ୍କର ମୃତ୍ଯୁ ହୋଇଥିଲା।   କୋୖଣସି ସୁତ୍ରରୁ ଖବର ପାଇ ଗୋପ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ  ପୁରୀ ପଠାଇଥିବା ଜଣାପଡିଛି । ଦୁର୍ଘଟଣା ପରେ ଅଟୋ ଛାଡିଦେଇ ଅଟୋ ଚାଳକ
  ଫେରାର ହୋଇଯାଇଥିବା ଜଣାପଡିଛି ।
ଗୋପ ପୁଲିସ ଅଟୋ ଓ ବାଇକ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି ।।

ନିମାପଡାରୁ ଜୟନ୍ତ ସେଠୀ

Durghatanaer janakanar mutru

Blog Archive

Popular Posts