Breaking News

ଦୁଇ ଗ୍ରାମରୁ ଦୁଇ ଜଣ ନାବାଳିକା ନିଖୋଜ , ଥାନାରେ ଅଭିଯୋଗ

 Two minors from two villages are missing, police said.

ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ଭିନ୍ନ ଭିନ୍ନ ପ୍ରାମ ପଞ୍ଚାୟତର ଦୁଇଟି ଗ୍ରାମରୁ ଦୁଇ ଜଣ ନାବାଳିକା  ନିଖୋଜ ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି ।  ଅଭିଯୋଗକୁ ଭିତ୍ତିକରି ସତ୍ୟବାଦୀ ଥାନା ପକ୍ଷରୁ ୧୯୪ ଓ ୧୯୫/୨୨ରେ ଦୁଇଟି ପୃଥକ ପୃଥକ ଭାବେ କେସରୁଜ କରାଯାଇ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ଜଣଙ୍କର ବାପା ଓ ଅନ୍ୟ ଜଣଙ୍କର ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୭/୨୦୨୨---୫,୧୦

Blog Archive

Popular Posts