Breaking News

ଶୁଦ୍ଧିକ୍ରିୟା ପାଇଁ ସାହାଯ୍ୟ ର ହାତ ବଢ଼ାଇଲା ଦରଦୀ ବନ୍ଧୁ ଫାଉଣ୍ଡେସନ


The Dardhi Bandhu Foundation extended a helping hand for the clean-up



ବାଲେଶ୍ଵର-----ବାଲେଶ୍ୱର ଜିଲ୍ଲା ଔପଦା ବ୍ଳକ ତଳିକିଆ ପଞ୍ଚାୟତ ର ଜଗନ୍ନାଥପୁର ଗ୍ରାମର ଲକ୍ଷ୍ମୀଧର ଜେନା ଙ୍କ ଦେହାନ୍ତ ହେଇଯାଇଛି ।  ଶ୍ରୀମତୀ ପିଙ୍କି ଜେନା ଓ ତାଙ୍କର ୧ ବର୍ଷର ପିଲା ରହିଛି । ପିଙ୍କି ଙ୍କ  ସ୍ବାମୀ ଲକ୍ଷ୍ମୀଧର ଙ୍କ ଦେହାନ୍ତ ହେବା ପରେ  ପରିବାର ଚଳେଇବା କଷ୍ଟକର ସୋଇପଡିଛି ।  ଅସହାୟ ବିଧବା ସ୍ତ୍ରୀ ପିଙ୍କି  ଶେଷକୃତ୍ୟ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ।  ଦରଦୀ ବନ୍ଧୁ ଫାଉଣ୍ଡେସନ ର ଉପଦେଷ୍ଟା  ଗୀତିରଞ୍ଜନ ବେହେରା ଏବଂ ସଂଗଠନର ସଭାପତି -ପ୍ରଦୀପ ଦାସ ଏହି ଖବର ପାଇ  ତୁରନ୍ତ ସଂଗଠନର ଆଗଧାଡିର କାର୍ଯ୍ୟରତ ସମାଜସେବୀ ଏବଂ ସ୍ବେଛାସେବୀ ମେମ୍ବର ତଥା କ୍ରୀଷ୍ଣା ବେହେରା..
ମନୋଜ୍ ସାହୁ,ସୁଦାମ ଶଙ୍ଖୁଆ,ମାନସ,କୈଳାଶ ନାୟକ,ସିକେନ୍ଦ୍ର sir ,ପଙ୍କଜ ବାରିକ୍,ବଳରାମ ଜେନା, ଶିବାଶିଷ,ମଣ୍ଟୁ,ବାଦଲ ସେଠୀ,ଦିବ୍ୟ  ମହାନ୍ତି, ରଜନୀକାନ୍ତବାବୁ,ମହାରାଜା ମାଲିକ୍, ମଳୟ ବାରିକ୍,ଆଲୋକ କୁମାର୍ ମହାନ୍ତି,ସୁଧାଂଶୁ ଶେଖର,ବେହେରା,ଦେବାଶିଷ ବେହେରା, ଗୋବିନ୍ଦ ଧିଣ୍ଡା,  ରାଜେଶ  ମାନଙ୍କ ସହାୟତାରେ ଉକ୍ତ ପରିବାର ବର୍ଗଙ୍କୁ ଭେଟିଥିଲେ । ଶୁଦ୍ଧିକ୍ରିୟା ନିମନ୍ତେ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ସହ ଉକ୍ତ ପରିବାର ବର୍ଗଙ୍କୁ ସମବେଦନା ଓ ସହାନୁଭୂତି ଜଣାଇଥିଲେ । ସଂଗଠନ ର ଏପରି କାର୍ଯ୍ୟ କୁ ସ୍ଥାନୀୟ ଗ୍ରାମବାସୀ ଓ ସମାଜସେବୀ ମାନେ ବେଶ୍ ପ୍ରଶଂସା କରିଛନ୍ତି। ବାଲେଶ୍ବର ଜିଲ୍ଲାରୁ କିଶୋର କୁମାର ବେହେରାଙ୍କ ରିପୋର୍ଟ,୧୦/୭/୨୦୨୨ ----୧୧,୧୦     Sakhigopal News,10/7/2022

Blog Archive

Popular Posts