300ଲିଟର ଦେଶୀ ମଦ ଜବଦ ଦୁଇ ବେପାରୀ ଗିରଫ
Two traders arrested in connection with 300 liters of domestic liquor
ବାଲେଶ୍ଵର----- ଖଇରା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ 300ଲିଟର ଦେଶୀ ମଦ ଜବଦ ସହିତ ଦୁଇ ବେପାରୀ ଗିରଫ ହୋଇଥିବା ଜଣାପଡିଛି । ଅବକାରୀ ସୁପରଟେଣ୍ଡଙ୍କର ନିର୍ଦ୍ଦେଶ କ୍ରମେ ନୀଳଗିରି ଇନ୍ସପେକ୍ଟର ନାରାୟଣ ବେହେରାଙ୍କ ତତ୍ୱବଧାନରେ ଖଇରା ବ୍ଲକ ଖଇରା ଅବକାରୀ କଳ୍ପନା ଜେନା ଙ୍କ ନେତୃତ୍ୱରେ ସିମୁଳିଆ ଥାନା ଅନ୍ତର୍ଗତ ଦିଘି ଗ୍ରାମର ପରେଶ ମହାପାତ୍ର ଓ ବଡ଼ ମହୁମୁଁହାଣ ଗ୍ରାମର ନିରଞ୍ଜନ ଜୈନା ଚଢ଼ାଉ କରି 3 ଶହ ଲିଟର ଦେଶୀ ମଦ ଜବଦ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ଏହି ଚଢ଼ାଉ ଅବକାରୀ କର୍ମଚାରୀ ବିଜୟ ମଲ୍ଲିକ ଓ ଶଶୀ ଭୂଷଣ ସ୍ବାଇଁ ସହଯୋଗ କରିଥିଲେ ।ଆଗକୁ ଚଢ଼ାଉ ବ୍ୟାପକ ହେବାନେଇ କଳ୍ପାନା ଜେନା ପ୍ରକାଶ କରିଛନ୍ତି ।

ବାଲେଶ୍ବର ଜିଲ୍ଲା କିଶୋର କୁମାର ବେହେରାଙ୍କ ରିପୋର୍ଟ,୧୦/୭/୨୦୨୨-----୧୦,୧୫ Sakhigopal News,10/7/2022