Breaking News

କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ"ଉତ୍କଳ ଦିବସ" ପାଳିତ

Some Utkal Diwas are celebrated at Nodal High School in Katipatna

 
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଲକ କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ  ଏପ୍ରିଲ 1ତାରିଖ ଓଡିଶା ପଦେଶ ଗଠନ ଅବସର ରେ"ଉତ୍କଳ ଦିବସ" ପାଳିତ ହୋଇଯାଇଛି । ଏହି ଉତ୍ସବ ରେ ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ମହାନ ଜନ ନାୟକ ତଥା ଓଡିଶା ପ୍ରଦେଶ ଗଠନ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମଧୁସୂଦନ ଦାଶ ଙ୍କ ସ୍ମୃତି ଚାରଣ ସହିତ ଅଭିଭାଷଣ ମାଧ୍ୟ୍ୟମ ରେ ଉତ୍କଳ ଦିବସ ପାଳନ କରାଯାଇଥିଲା ।ପ୍ରଧାନ ଶିକ୍ଷକ ଙ୍କ ସମେତ ପୂର୍ଣ୍ଣଚନ୍ଦ୍ର ବାରିକ, ଶଶୀଭୁଷଣ ବେହେରା, ଉମାକାନ୍ତ ନାୟକ, ବିଶ୍ୱଜିତ ପ୍ରଧାନ, ବୀଣାପାଣି ସାହୁ, ରୁନୁ ବେହେରା ଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି ସଭା ରେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୪/୨୦୨୨ ----୧୦,୩୫ Sakhigopal News,1/4/2022

Blog Archive

Popular Posts