ସଇଁତଲା ଥାନରେ ନୂତନ ଥାନ ଅଧିକାରୀ
New Thane officer in Saintala Thane.
ବଲାଙ୍ଗିରୀ---- ଆଜି ସଇଁତଲା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି ଅବନୀ ସାହୁ।ପୂର୍ବରୁ ସେ ଟିଟିଲାଗଡ଼ ରେଲୱେ ପୋଲିସରେ କାର୍ଯ୍ୟରତ ଥିଲେ । ଆଜି ସନ୍ଧ୍ୟାରେ ନୂତନ ଥାନା ଅଧିକାରୀ ଭାବେ ଯୋଗଦେବା ପରେ ସଇଁତଲା ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହିତ ଭାଇଚାରା ସୃଷ୍ଟି କରିବା ଓ ଅପରାଧୀ ରୋକିବା ମୂଳ ଲକ୍ଷ ରହିଛି ବୋଲି ନୂତନ ଥାନା ଅଧିକାରୀ ଅବନୀ ସାହୁ ସୂଚନା ଦେଇଛନ୍ତି।
ବଲାଙ୍ଗୀରିରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୧୫/୧୨/୨୦୨୧-----୯.୪୦ Sakhigopal News,15/12/2021