ଭଞ୍ଜନଗର ବ୍ଲକର ୭ଟି ପଞ୍ଚାୟତରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ବିକ୍ରମ ଆରୁଖ
Minister Bikram Arukh distributes Biju Health Welfare Smart Health Card in 7 panchayats of Bhanjanagar block.
ଭଞ୍ଜନଗର----ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଭଞ୍ଜନଗର ବ୍ଲକର ୭ଟି ଗ୍ରାମ ପଞ୍ଚାୟତ ଯଥା କୁଲାଡ ,ଡୁମ୍ପାକୁମ୍ଫା,ବଡକୋଦଣ୍ଡା,ସାନକୋଦଣ୍ଡା,ତୁରୁମୁ, ,ଗୋଲାପଡା ଓ ଡିହପଡାଳ ଗ୍ରାମ ପଞ୍ଚାୟତରେ ୧୫୦୦ରୁ ଉର୍ଦ୍ଧ୍ଵ ହିତାଧିକାରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଯୁଗାନ୍ତକାରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିଛନ୍ତି ମାନ୍ୟବର ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ଓ ସାଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ । ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ଭଞ୍ଜନଗର ଗୋଷ୍ଠି ଉନ୍ନୟନ ଅଧିକାରୀ ଅନିଲ କୁମାର ସେଠୀ ଭଞ୍ଜନଗର ବ୍ଲକ,ଉପାଧ୍ୟକ୍ଷ ଜିତେନ୍ଦ୍ର ଆରୁଖ ସିଡିପିଓ ବିଷ୍ଟୁପ୍ରିୟା ସେଠୀ,ଜିଲ୍ଲାପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜନ ପ୍ରତିନିଧି ମାନେ ଉପସ୍ଥିତ ରହିବା ସହ ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଶୂଳପାଣି ଶତପଥୀ ସଂଯୋଜନା କରିଥିଲେ।ସେହିପରି ଭଞ୍ଜନଗର ବିଞାପିତ ଅଞ୍ଚଳ ପରିଷଦରେ ଥିବା ୧୩ ଓ୧୪ ଓ୍ବାର୍ଡର ୨୦୦ରୁ ଉର୍ଦ୍ଧ୍ବ ହିତାଧିକାରୀକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସାର୍ଟ ହେଲର୍ଥ କାର୍ଡ ବଣ୍ଟନ କରିଥିଲେ ମନ୍ତ୍ରୀ ଶ୍ରୀ ଆରୁଖ । ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Sakhigopal News,16/12/2021