ମନରୋଗା ଯୋଜନାରେ ଅର୍ଥ ଫେରସ୍ତ ପାଇଲେ ବିଶ୍ୱନାଥ
Bishwanath received a refund under the Manaroga scheme.
ସାକ୍ଷୀଗୋପାଜ୍ଞ---- ସତ୍ୟବାଦୀ ବ୍ଳକର ନରେନ୍ଦ୍ରପୁର ଗ୍ରାମର ସବେଶ୍ୱର୍ର ବାରିକ ଆବାସ ଯୋଜନାରେ ଘର କାମ ସାରିଥିଲେ ମଧ୍ୟ ମନରେଗା ଯୋଜନାରେ ପ୍ରାପ୍ତ ଅର୍ଥ ନ ମିଳିବାରୁ ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କୁ ଲିଖିତ ଅଭିଯୋଗ କରିଥିଲେ । ବିଡିଓଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ କରାଯାଇ ତୁରନ୍ତ ସବେଶ୍ୱର୍ରଙ୍କୁ ପୈଠ କରାଯାଇଛି । ଅନ୍ୟ ପକ୍ଷେ ୧୯-୨୦ ଓ ୨୦-୨୧ ବର୍ଷର ମନରେଗା ଅର୍ଥ କାହାକୁ ପୈଠ କରାଯାଇନାହିଁ ବୋଲି ଏପିଓ ସନ୍ତୋଷ କୁମାର ନାୟକ କହିଛନ୍ତି ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୧୬/୧୨/୨୦୨୧---=୬,୧୦
Sakhigopal News, 16/12/2021