ପୁଅ ନାମରେ ବାପା କଲେ ଥାନାରେ ଅଭିଯୋଗ
The father complained to the police in the name of his son.
ସାକ୍ଷୀଗୋପାଳ----=ପାରିବାରିକ ଗଣ୍ଡଗୋଳ ବାପା, ମାଙ୍କ ସହିତ ପୁଅର ଲାଗି ରହିଥିଲା । ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ଗ୍ରାମର ଗଣେଶ୍ୱର ନନ୍ଦଙ୍କୁ ତାଙ୍କ ପୁଅ ବକାବନା କରିବା ସହ ମାରଧର କରିଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ସତ୍ୟବାଦୀ ପୋଲିସ ଅଭିଯୋଗକୁ ଗ୍ରହଣ କରି ୪୬୫/୨୧ରେ ଏକ କେସରୁଜ କରି ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୧୬/୧୨/୨୦୨୧---୬,୦୫
Sakhigopal News, 16/12/2021