Breaking News

ପନିପରିବା ଚୋପା ଓ ଫଳ ଚୋପା କୁ ନେଇ ବାଓ ଈଂଜ଼ାମି ପ୍ରସ୍ତୁତି ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

 Awareness-raising program on vegetable preparation and fruit chops.

ନରଦା ----ଭୁବନେଶ୍ୱର ର SPARSH ଆନୁକୂଲ୍ୟରେ ଦରବାର ସାହିତ୍ୟ ସଂସଦ ର ସହାୟତା ରେ ଦରବାର ସାହିତ୍ୟ ସଂସଦ ସଭାଗୃହ ରେ ୩୦ ମହିଳା ତାଲିମ ଶିବିର ରେ ଯୋଗଦେଇଥିଲେ । ସେମାନଙ୍କୁ ନେଇ BE academy ପରିଚାଳନା ରେ ପରିବା ଚୋପା ଓ ଫଳ ଚୋପା କୁ ବାଓ ଏଂଜ଼ାମି ପ୍ରସ୍ତୁତି ସମ୍ଭନ୍ଧୀୟ କ ଦିନିକିଆ ତାଲିମ୍ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମ ରେ ଦରବାର ସାହିତ୍ୟ ସଂସଦ ର ସମ୍ପାଦକ ଶ୍ରୀ କେଦାରେଶ୍ୱର ଚୌଧୁରୀ, sparsh ସଂସ୍ଥା ଓଡିଶା ଚାପ୍ଟର ଦେବଜ୍ୟୋତି ଦତ୍ତ ଓ ସାରଦା ଭାରତୀ BE ଏକାଡେମୀର ସତୀଶ ଜୈନ, ପ୍ରୀତି ରାଓ  ଓ ସୁଜାତା ସିଂ ଯୋଗଦେଇ ତାଲିମ୍ ପ୍ରଦାନ କରିଥିଲେ ମୁଖ୍ୟ ଲକ୍ଷ ରସାୟନ ମୁକ୍ତ ଗ୍ରାମ ଗଠନ କରିବା । ପନିପରିବା ଚୋପା ଓ ଫଳ ଚୋପା କୁ ବ୍ୟବହାର କରି ବାଓ ଏଂଜ଼ୀମ ପ୍ରସ୍ତୁତ କରି ଧାନ ଫସଲ, ପନିପରିବା ଚାଷ ରେ ବ୍ୟବହାର କରିବା ସହିତ ପାଣି ବିଶୋଧନ, ଘର ପୋଛା ଗୋରୁ ଗାଈଙ୍କ ଖାଦ୍ୟ ରେ ବ୍ୟବହାରରୁ କରିପାରିବା ।  

ନରଦାରୁ ରଘୁନାଥ ଭୋଳ ,୨/୧୨/୨୦୨୧---୧୦,୪୦   Sakhigopal News,2/12/2021

Blog Archive

Popular Posts