Breaking News

ଫନି କିୟାନୁଷ୍ଠାନ କମିଟି ଓ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧର୍ମଛଡା ଆଇନ ଅମାନ୍ୟ ଆନ୍ଦୋଳନ ଡାକରା

 The strike was called off by the Finance Committee and the newly formed Farmers' Association,

ସାକ୍ଷୀଗୋପାଳ----- ଫନି କିୟାନୁଷ୍ଠାନ କମିଟି ଓ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଶୁକ୍ରବାର ଦିନ ସତ୍ୟବାଦୀରେ ଧର୍ମଛଡା ଆଇନ ଅମାନ୍ୟ ଆନ୍ଦୋଳନ ଡାକରା ଦେଇଛ ।  ଫନି ସହାୟତା ପାଇବାରୁ ଅନେକ ପରିବାର ଏବେବି ସତ୍ୟବାଦୀରେ ବଞ୍ଚିତ । ଫନି କିୟାନୁଷ୍ଠାନ କମିଟି ଓ ନବନିର୍ମାଣ କୃଷକ ସଂଗଠନ ଫନି ସହାୟତା ସଠିକ ଲୋକମାନଙ୍କୁ ଯୋଗାଇ ଦେବା ପାଇଁ ଦାବି କରିବା ସହ  ଧାରଣା, ଅନଶନ, ଆତ୍ମହୃତି ଆଦି କାର୍ଯ୍ୟକ୍ରମ ଅନୁଷ୍ଠାନ ହାତକୁ ନେଇଥିବା ବେଳେ କେବଳ ସେମାନଙ୍କୁ  ବିଭିନ୍ନ ଦିନରେ ବିଭିନ୍ନ ଅଧିକାରୀ ମାନେ କେବଳ ମିଥ୍ୟା ପ୍ରତିଶୃତି ଦେଇ ଚାଲିଛନ୍ତି । ଏଣୁ ଶେଷରେ ଫନିରେ କ୍ଷତିଗସ୍ତ ପରିବାର ପାଇଁ ଏ ଲଢ଼େଇ ଜାରି ରହିବ ବୋଲି  ଫନି କିୟାନୁଷ୍ଠାନ କମିଟି ଓ ନବନିର୍ମାଣ କୃଷକ ସଂଗଠନ ସଂଯୋଜକ ଗୋବିନ୍ଦ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୧୨/୨୦୨୧----୯, ୪୦  

Sakhigopal News, 16/12/2021

Blog Archive

Popular Posts