ପ୍ରତିରକ୍ଷା ମୁଖ୍ୟ ଓ ଯବାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି
Tribute to the Chief of Defense Staff and the Javanese.
ଡେଲାଙ୍ଗ ----- ତାମିଲନାଡୁର କୁନ୍ନୁରଠାରେ ଆମ ଭାରତୀୟ ବାୟୁସେନା ହେଲିକପ୍ଟର ଆକସ୍ମିକ ଦୁର୍ଘଟଣା ଘଟିଥିଲା । ଏଥିରେ ମୃତ ଭାରତୀୟ ପ୍ରତିରକ୍ଷା ବାହିନୀର ମୁଖ୍ୟ ( ପ୍ରଥମ ସି.ଡି.ଏସ)ବିପିନ ଲକ୍ଷ୍ମଣ ରାୱତଙ୍କ ସହିତ ତାଙ୍କ ପତ୍ନୀ ଓ ଓଡିଆ ଯବାନ ରାଣାପ୍ରତାପ ଦାସଙ୍କ ସହ ମୋଟ ୧୩ ଜଣବୀର ଯବାନଙ୍କର ଅକାଳ ଦୁଃଖଦ ମୃତ୍ୟୁରେ ସ୍ଥାନୀୟ ଡେଲାଙ୍ଗଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟପ୍ରାର୍ଥନା ଶ୍ରେଣୀରେ ସେହି ଅମର ଆତ୍ମାଙ୍କ ସଦଗତି ନିମନ୍ତେସମୁହ ନିରବ ପ୍ରାର୍ଥନା କରାଯାଇଥିଲା । ଚିକିତ୍ସାଧୀନ କ୍ୟାପଟେନ ବରୁଣ ସିଂହଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସତ୍ୟଭାମା ଦେବୀ, ଶିକ୍ଷକ ଅଭୟ ଚରଣ ସାହୁ, ସୋମନାଥ ବେହେରା, ମାନସ ସ୍ୱାଇଁ, ଟିକେଇ ଦଳେଇ, ନାରାୟଣ ବରାଳ, ମାମିନୀ ଦାସ,ପିୟଭାମା ସାହୁ, ପପଲିନ ପ୍ରଧାନ, ପ୍ରମୁଖ ବୀର ଯବାନଙ୍କ ଉଦ୍ଦ୍ୟେଶରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,୯/୧୨/୨୦୨୧----୯,୧୦
Sakhigopal News, 9/12/2021