ବିବାହ ପ୍ରଲୋଭନ ଦେଖାଇ ନା ବାଳିକା ସହିତ ଶାରୀରିକ ସମ୍ପର୍କ
Sexual intercourse with a girl or sexual intercourse with a girl
ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଅନ୍ତର୍ଗତ କେନାଲବନ୍ଦ ଦଳିତ ବସ୍ତିରେ ଜଣେ ନାବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବକ ଶାରୀରିକ ସମ୍ପର୍କ ରଖିଥିଲେ । ନାବାଳିକାର ବାପା ଏହା ଜାଣି ପାରି ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସତ୍ୟବାଦୀ ପୋଲିସ ଅଭିଯୋଗ କ୍ରମେ ୪୩୪/୨୧ରେ ଏକ କେସରୁଜ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧୧/୨୦୨୧----୯,୩୦
Saakhigopal News, 8/11/2021