Breaking News

ସତ୍ୟବାଦୀରେ ନୂତନ ତହସିଲଦାର ଯୋଗଦେଲେ

The new tehsildar joined Satyavadi


ସାକ୍ଷୀଗୋପାଳ-----ସତ୍ୟବାଦୀରେ କିଛି ଦିନ ହେବ ତହସିଲଦାର ନଥିବାରୁ ବିଡିଓ ଉକ୍ତ ଦାୟତ୍ୱରେ କାର୍ଯ୍ୟ ତୁଳାଉଥିଲେ । ଯାହା ଫଳରେକି ଦୁଇଟି ଯାକ ପଦବୀ ଗୁରୁତ୍ୱପୂର୍ଣ୍ଣ ଥିଲା । ଶେଷରେ ତହସିଲଦାର ଭାବେ ଜୟନ୍ତ କୁମାର ଜୟସିଂହ ଯୋଗ ଦେଇଛନ୍ତି । ତହସିଲରେ ପଡି ରହିଥିବା କାର୍ଯ୍ୟ ଗୁଡିକ ବହୁ ଶିଘ୍ର କରାଯିବ ବୋଲି ଯୋଗ ଦେଇଥିବା ତହସିଲଦାର ଶ୍ରୀ ଜୟସିଂହ କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୧୧/୨୦୨୧  

 Sakhigopal News, 9/11/2021

Blog Archive

Popular Posts