Breaking News

ସତ୍ୟବାଦୀ ଅଞ୍ଚଳରେ ୧୨ଟି ସ୍ଥାନରେ କରୋନା ଟୀକାକରଣ

  Coronavirus vaccination in 12 places in the Satyavadi area
ସାକ୍ଷୀଗୋପାଳ----ଆସନ୍ତା କାଲି ତା ୧୪.୧୧.୨୦୨୧ ରିଖ ରେ ନିମ୍ନ ପ୍ରଦତ୍ତ କେନ୍ଦ୍ର ରେ ୧ମ ଡୋଜ ୧୦୦ ଓ ୨ୟ ଡୋଜ ୧୦୦ ଟୀକାକରଣ କରାଯିବ।
୧. ବାଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମହୁରା
୨. ବାରମାଣସାହି ଅଙ୍ଗନବାଡି କେନ୍ଦ୍ର, ବିରରାମଚନ୍ଦ୍ରପୁର
୩. କଳାପାହାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
୪. ଜୀପୁର ପ୍ରାଥମିକ ବିଦ୍ୟାଳୟ, ଅଳଗୁମ
୫. ବାଲିସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଳରାମପୁରଗଡ଼
୬. ଦୁଗଲ ସବ ସେଣ୍ଟର
୭. ଅହମ୍ମଦପୁର ଅଙ୍ଗନବାଡି କେନ୍ଦ୍ର
୮. ପରହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
୯. ସାଣ୍ଡରାଶାସନ ସବ ସେଣ୍ଟର
୧୦. ଉତ୍ତରପଡା କୋଠଘର ନୂଆସୋମେଶ୍ୱରପୁର
୧୧. ବଣିଆ ସାହି ଅଙ୍ଗନବାଡି କେନ୍ଦ୍ର,ଶ୍ରୀରାମଚନ୍ଦ୍ରପୁର
୧୨. ଅଠାଇସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦୁଗଲ ଠାରେ ଟୀକାକରଣ କରାଯିବ ବୋଲି ବିଡ଼ିଓ କ୍ଷୀରୋଦ କୁମାର ବେହେରା ଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୧୧/୨୦୨୧----୯,୫୦ Sakhigopal News,13/11/2021

Blog Archive

Popular Posts