ସତ୍ୟବାଦୀ ଅଞ୍ଚଳରେ ଏକ ସଙ୍ଗେ ୧୨ଟି ସ୍ଥାନରେ କରୋନା ଟୀକା କରଣ
Vaccines in 12 places in the Satyavadi area at the same time.
ସାକ୍ଷୀଗୋପାଳ--- ଆସନ୍ତା କାଲି ତା ୧୬.୧୧.୨୦୨୧ ରିଖ ରେ ନିମ୍ନ ପ୍ରଦତ୍ତ କେନ୍ଦ୍ର ରେ ୧ମ ଡୋଜ ୧୦୦ ଓ ୨ୟ ଡୋଜ ୧୦୦ ଟୀକାକରଣ କରାଯିବ। ଯେଉଁ ମାନେ ଟୀକା ନେଇନାହାନ୍ତି ସେମାନେ ଏବେ ଟୀକା ନେଇଯିବାକୁ ବିଡ଼ିଓ କ୍ଷୀରୋଦ କୁମାର ବେହେରା ନିବେଦନ କରିଛନ୍ତି ।
୧. ପଦ୍ମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେତକିପାଟଣା
୨. ଅନ୍ତରପନ୍ତ ଅଙ୍ଗନବାଡି କେନ୍ଦ୍ର, ଦୁଗଲ
୩. ବଡ଼ବିଲସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶ୍ରୀରାମଚନ୍ଦ୍ରପୁର
୪. ହୀରନ୍ୟପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସାଣ୍ଡରାଶାସନ
୫. ହାତୀମାଡସାହି ଅଙ୍ଗନବାଡି କେନ୍ଦ୍ର, ବିରରାମଚନ୍ଦ୍ରପୁର
୬. ବିଦ୍ୟାଧରପୁର ନୋଡାଲ ଉଚ୍ଚ ବିଦ୍ୟାଳୟ
୭. ଆଠବାଟିଆ ଅଙ୍ଗନବାଡି କେନ୍ଦ୍ର, ନୂଆସୋମେଶ୍ୱରପୁର
୮. ମୁନିନ୍ଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବିରରାମଚନ୍ଦ୍ରପୁର
୯. ସାରଂଗଯୋଡି ସବ ସେଣ୍ଟର
୧୦. ଦୁଗଲ ସବ ସେଣ୍ଟର
୧୧. ବଉଳ ସାହି ଅଙ୍ଗନବାଡି କେନ୍ଦ୍ର,ଅଳଗୁମ
୧୨. ନୂଆବୁଢ଼ାକେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଳରାମପୁରଗଡ଼ ।
Vaccines in 12 places in the Satyavadi area at the same time.
ସାକ୍ଷୀଗୋପାଳ ନିଉଜ,୧୫/୧୧/୨୦୨୧-----୯,୩୦
Sakhigopal News,15/11/2021