Breaking News

ବିଧାୟକଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ

The legislature reviewed the progress of various developmental works ।


ଡେଲାଙ୍ଗ----ଡେଲାଙ୍ଗ ବ୍ଲକ ଜେନାପୁର ପଞ୍ଚାୟତ ଅର୍ନ୍ତଗତ ବିଭିନ୍ନ ଗ୍ରାମରେ ନବନିର୍ବାଚିତ ବିଧାୟକ ରୁଦ୍ରପ୍ରତାପ ମହାରଥି ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମ୍ପର୍କେ ସମୀକ୍ଷା କରିଛନ୍ତି । ବିଧାୟକ ଶ୍ରୀମହାରଥି ବ୍ରାହ୍ମଣବାଡ,ଶ୍ରୀପତିପୁର,ହାକପଡା ବିଦ୍ୟାଳୟ,ସାଧପଡା ଦଳିତସାହି ,ଜେନାପୁର (୧) ଓ (୨).ଗୋବିନ୍ଦପୁର,କିଆଲଣ୍ଡା,ଦେପୁର,ସୁଲତାନଗର,ଚଉଦମାଣ,ଲେଙ୍କାସାହି ପ୍ରଭୁତି ଗ୍ରାମକୁ ଯାଇ ବିଭିନ୍ନ ବିଭାଗର ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟକୁ ସମୀକ୍ଷା କରିଥିଲେ ।  ନୁତନ ପ୍ରକଳ୍ପ ନିର୍ମାଣ ପାଇଁ ସ୍ଥାନର ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ସମୀକ୍ଷା ଗ୍ରସ୍ତରେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି.ଜିଲ୍ଲାପରିଷଦ ଦେବାଶିଷ ନନ୍ଦ, ପିପିଲି ବ୍ଳକର ଆତ୍ମାର ଅଧ୍ୟକ୍ଷ ଧରଣୀଧର ସାହୁ,ଜେନାପୁର ସମିତିସଭ୍ୟ ପ୍ରଭାତ କୁମାର ଜେନା,ସିଡିପିଓ ହାରାମଣୀ ନାୟକ,ମିଶନଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ,କନିଷ୍ଠଯନ୍ତ୍ରୀ ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।

 The legislature reviewed the progress of various developmental works ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୬/୧୧/୨୦୨୧---=୯,୩୦   

Sakhigopal News, 6/11/2021

Blog Archive

Popular Posts