ରଘୁନାଥ ସମବାୟ ମହାବିଦ୍ୟାଳୟ ରେ ଆଇନ ପ୍ରାଧିକରଣ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ
Raghunath Cooperative College has a legal authority service program
ଓଡ଼ଗା:- ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ ଜିଲ୍ଲା ତଥା ତାଲୁକ ସ୍ତରୀୟ ଓଡ଼ଗାଁ ଙ୍କ ପରାମର୍ଶ ରେ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରେ ଆଇନ ସେବା ପ୍ରାଧିକରଣ ସେବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିବା ସହ ଅଧ୍ଯକ୍ଷ ମହମ୍ମଦ ଓମର ମଲ୍ଲିକ ଆଇନ ସେବା ପ୍ରାଧିକରଣ ର ଜନ୍ମ, କାର୍ଯ୍ୟକାରିତା, ଏବଂ ସାମାଜିକ ଆବଶ୍ଯକତା ଉପରେ ଆଲୋଚନା କରିଥିଲେ।

ଛାତ୍ରଛାତ୍ରୀ ମାନେ "ଆଇନ ସଚେତନତା ମାଧ୍ୟମରେ ନାରୀ ସଶକ୍ତି କରଣ" ଉପରେ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା। ଏହି ଉପଲକ୍ଷେ ୧୦ ଜଣ ଛାତ୍ରଛାତ୍ରୀ ଅଧ୍ଯାପିକା ଶ୍ୱେତପଦ୍ମା ନାୟକଙ୍କ ତତ୍ତ୍ୱାବଧାନରେ ନୟାଗଡ଼ ଠାରେ ଜାତୀୟ ମହିଳା ଆୟୋଗଙ୍କ ସହ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧ୍ୟାପକ ବିଶ୍ୱନାଥ ମହାରଣା, ବାବାଜୀ ପରିଡ଼ା,ଡ.ସୁକାନ୍ତ କୁମାର ସାହୁ, ପ୍ରଦୀପ କୁମାର ବିଶ୍ୱାଳ, ନିରଞ୍ଜନ ଦାସ, ରାଧାମୋହନ ନାୟକ, ବିଜୟ କୁମାର ନାୟକ, ଜିତେନ୍ଦ୍ର କୁମାର ସାହୁ, ତାପସ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଅଧ୍ଯାପକ ନିରୋଜ ପ୍ରଧାନ ସଂଯୋଜନା କରିଥିଲେ।
Raghunath Cooperative College has a legal authority service program
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ -୬/୧୧/୨୧---+୮,୪୫ 6/11/2021