ପଣିବନ୍ଧ ଗାଁ ରେ ଯୁବକକୁ ବୋମାମାଡ ଘଟଣାରେ ୩ ଗିରଫ , ୩ ଜୀବନ୍ତ ବୋମା ଜବତ
୍୍
ଭଞ୍ଜନଗର-- ଗାଙ୍ଗପୁର ଥାନା ଅନ୍ତର୍ଗତ ପଣିବନ୍ଧ ଗ୍ରାମରେ ଯୁବକ କୁ ବୋମାମାଡ ଘଟଣା ରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୩ ଟି ଜୀବନ୍ତ ବୋମା ମଧ୍ୟ ଜବତ କରିଛି ଗାଙ୍ଗପୁର ଥାନା ପୋଲିସ ।ମନରେଗା କାର୍ଯ୍ୟ ରେ ଟଙ୍କା ପଇସା କୁ କେନ୍ଦ୍ରକରି , ଗାଁ ମଝିରେ ଟୁକୁନା ସ୍ବାଇଁ ନାମକ ଯୁବକଙ୍କୁ ବୋମା ମାଡ଼ କରିଥିଲେ ଯୁବକ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ମେଡିକାଲ କୁ ପଠାଯାଇଥିଲା । ଏହି ଘଟଣାରେ ତଦନ୍ତ କରି ସଂପୃକ୍ତ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଗାଙ୍ଗପୁର ଥାନାଧିକାରୀ ଧିରେଶ୍ କୁମାର ଦାସ ।

Three people were arrested and three live bombs were seized in a bomb blast in Panibandha village
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୧୧/୨୦୨୧---୧୦,୩୫
Sakhigopal News,2/11/2021