Breaking News

ଶ୍ରୀରାମପୁର ସିଆରପିଏଫ କ୍ଯାମ୍ପରେ ଅଘଟଣ ; ବନ୍ଦୁକରୁ ଗୁଳି ଫୁଟି ଇନିସିପେକ୍ଟର ଗୁରୁତର

କନ୍ଦମାଳ----- ବାଲିଗୁଡା କୋଟଗଡ ବ୍ଳକର ଶ୍ରୀରାମ ପୁର ଠାରେ ଥିବା ସିଆରପିଏଫ୍ କ୍ୟାମ୍ପରେ ଆଜି ଏକ ଅଘଟଣ ଘଟିଯାଇଛି । ଶ୍ରୀରାମ ପୁର ଠାରେ ଅଷ୍ଟମ ବାଟାଲିୟନର ଇନ୍ସିପେକ୍ଟର ଭାବରେ କାଯ୍ୟରତ ଯବାନ ସୁକଦେବ ସିଂ ପେରା ବନ୍ଧୁକରୁ ଗୁଳି ଫୁଟି ତାଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ତାଙ୍କ ମୁଣ୍ଡ ଓ ମୁହଁରେ ଗୁଳିମାଡ ହୋବା ଫଳରେ ପ୍ରବଳ ରକ୍ତସାବ ହୋଇଛି ।  ଗୁଳି ଫୁଟିବା ଶଦ୍ଧ ଶୁଣି ଆନ୍ଯ  ମାନେ ଆସିଥିଲେ । ସୁକଦେବଙୁ ତୁରନ୍ତ ବାଲିଗୁଡା ମେଡିକାଲକୁ ପଠାଇ  ଚିକିସ୍ଥା କରା ଯାଉଥିବା ସୂଚନା ମିଳିଛି ।ଗୁଳି ଫୁଟି ମାଡହେବାର କାରଣ ଅସ୍ପଷ୍ଟ ରହିଛି ।
କନ୍ଦମାଳରୁ ମନୋଜ କୁମାର ପଣ୍ଡା
Guliphuti jaban ahata

Blog Archive

Popular Posts