ପଟ୍ଟନାୟିକିଆ ଓ ବଳପୂର ରାସ୍ତାର ପ୍ରଶକ୍ତି କରଣ ପାଇଂ ଶିଳାନ୍ଯାସ
ରଷ୍କସାକ୍ଷୀଗୋପାଳ---- ପୂରୁ। ଭୂବନେଶ୍ବର --୩୧୬ ଜାତୀୟ ରାଜପଥର ସତ୍ଯବାଦୀ ବ୍ଳକର ପଟ୍ଟନାୟିକିଆ ଛକ ଠାରୁ ବଳପୁର ୫କି,ମି ୮୦୦ ମିଟର ରାସ୍ତା କାର୍ଯ୍ଯର ବିଧାୟକ ଶିଳାନ୍ଯାସ କରିଛନ୍ତି ।ଏହି ରାସ୍ତା ପାଇଁ ସରକାରଙ୍କ ରାଜକୋଷରୂ ୮ କୋଟି ୨୭ ଲକ୍ଷ୍ ଟଙ୍କା ବ୍ଯୟ ବରାଦ କରାଯାଇଛି ବ୍ଳବୋଲି ବିଧାୟକ କହିଥିଲେ । ଏହି ରାସ୍ତା ୨୩ଗୋଟି ଛୋଟବଡ କଲଭଟ ରହିଥିବା ବେଳେ ୧ଟି ବ୍ରିଜ ରହିଛି । ୭୫୦ ମିଟର ଗୋଡି ସିମେଣ୍ଟ ରାସ୍ତା ଥିବା ବେଳେ ବାକିତକ ପିଚୁ ।ଏହିକାର୍ଯ୍ଯ ଏକବର୍ଷରେ ସରିବ ବୋଲି ବିଭାଗୀୟ ସହକାରି ଯନ୍ତୀ ମନୋଜ କୁମାର ନାୟକଙ୍କ ଠାରୁ ପ୍ରକାଶ । ଅନ୍ଯ ମାନଙ୍କ ମଧ୍ଯରେ ଏସଡିଓ ଅକ୍ଷୟ କୁମାର ମହାନ୍ତି, ବ୍ଳକ ଅଧ୍ଯକ୍ଷା ସସ୍ମିତା ପ୍ରଧାନ, କାଦୁଆ ସମତି ହଭ୍ଯା ବୀନୋଦିନି, ସରପଞ୍ଚ ତ୍ରିନାଥ ମହାପାତ୍ରଙ୍କ ସହ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ମିନେ ଯୋଗଦେଇ। ଥିଲେ । ଶଙ୍କର ପ୍ରଧାନ, ସୂରେଶ କୁମାର ସାହୁ, ସୁନିଲୀ ପଣ୍ଡା ପ୍ରମୁଗ ଉପସ୍ଥିତ ରହିଥିଲେ ।। ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି