ବିଜେପି ପକ୍ଷରୁ ସତ୍ଯବାଦୀ ବ୍ଳକ ଘେରାଊ
ସାକ୍ଷୀଗୋପାଳ ----- ବିଜେଡି ସରକାରଙ୍କ ସମୟରେ ପିସି , ଦୁର୍ନିତୀ,ଭ୍ରଷ୍ଟାଚାର ଓ ପିୟାପିତି ତୋଷଣ ତୁରନ୍ତ ଆଦି ଦାବିରେ ବ୍ଳକ ଘେରାଉ କରାଯାଇଥିଲା । ସାକ୍ଷୀଗୋପିନାଥ ଦେବଙ୍କ ନିକଟରୁ ଶହ ଶହ ବିଜେପି କର୍ମୀ ମାନେ ଏକ ଶୋଭାଯାତ୍ରାରେ ବିଜେଡି ସରକାରଙ୍କ ବିରୋଧରେ ନାରାବାଜି ଦେଇ ବଜାର।ପରିକ୍ରମା କରି ବ୍ଳକ କାର୍ଯ୍ଯାଳୟ ଠାରେ ପହଞ୍ଚିଥିଲ । ସେଠାରେ ବିଜେପିର ଯୁବନେତା ଓମ ପ୍ରକାଶ ମିଶ୍ର , ବିଜେପି ରାଷ୍ଟୀୟ କାର୍ଯ୍ଯକାରିଣି ସଦ୍ଯସ ଡ,ବିଶ୍ବନାଥ ରଥ ,ପୂର୍ବତନ ବିଧାୟକ ରମା ରଂଜନ ବଳିୟାରସିଂହ , ବରିଷ୍ଠ କର୍ମୀ କୃଷ୍ଣଚନ୍ଦ୍ର ଜଗଦେବ ଓରାଜ୍ଯ କୃଷକ ମୋର୍ଚାର ଉପସଭାପତି ସୁରଥ ବିଶ୍ବାଳ ପ୍ରମୁଖ ପ୍ରତିବାଦ ସଭାରେ ଯୋଗଦେଇ ବିଜେଡି ସରକାରଙ୍କ ଉପରେ ବର୍ଷିଥିଲେ । ଅନ୍ଯ ମାନଙ୍କ ମଧ୍ଯରେ ବ୍ଳକ ମଣ୍ଡଳ ସଭାପତି ଉମେଶ ପ୍ରଧାନ,ଉପସଭାପତି ,,ସୁରେଶ ପ୍ରଧାନ,ଧୁନିଆ ବେହାର ପୁମୁଖ ସଭାରେ ସହଯୋଗ କରିଥିଲେ ।।। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି
BJP ur Satyabadi bl9ck