Breaking News

ରଘୁନାଥ ରଥ ଅଳଗୁମ ସେବା ସମବାୟ ସମିତିର ନୂତନ ସଭାପତି ହେଲେ

Raghunath Rath became the new president of the Algum Service Cooperative Society


ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ସେବା ସମବାୟ ସମିତିର ନୂତନ ସଭାପତି ଭାବେ ରଘୁନାଥ ରଥ ନିର୍ବାଚିତ ହୋଇଛନ୍ତି ।  ବିଜେଡି ସମର୍ଥିତ ପ୍ରାର୍ଥୀ ରଘୁନାଥଙ୍କୁ ୧୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦି ପ୍ରହଲ୍ଲାଦ ବିଶ୍ୱାଳଙ୍କୁ ମାତ୍ର ୫ ଖଣ୍ଡ ଭୋଟ ମିଳିଥିଲା  । ଦାସବିଦ୍ୟାଧରପୁର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ହୋଇଥିବା ବେଳେ ସମବାୟ ସମିତିର ଦାୟତ୍ୱରେ ଥିବା ସମ୍ପାଦକ ଦୀନବଧଂ ରାଉତ ଉପସ୍ଥିତ ।ହିଥିଲେ । ନୂତନ ସଭାପତିଙ୍କୁ ଫୁଲମାଳ ଦେଇ ସ୍ୱାଗତ କରାଯାଇଥିଲା । ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଓ ବ୍‌ୂକ  ବିଜେଡି ସଭାପତି ପ୍ରମୋଦ ରାଉତରାୟ ଶ୍ରୀରଥଙ୍କୁ ସ୍ୱାଗତ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୭/୨୦୨୨---୫,୪୦     Sakhigopal News, 14/7/2022

Blog Archive

Popular Posts