Breaking News

ପ୍ରଧାନମନ୍ତ୍ରୀ ଫସଲ ବୀମା ଭୁକ୍ତ କ୍ଷତିଗ୍ରସ୍ତ ଚାଷୀ ଙ୍କ ବୀମା ଟଙ୍କା ଓ ସାର ସଠିକ ସମୟରେ ପ୍ରଦାନ କରିବାପାଇଁ ଦାବି

PM demands timely payment of insurance money and fertilizer to farmers affected by crop insurance.
ବରଗଡ଼ ----   ପ୍ରଧାନମନ୍ତ୍ରୀ ଫସଲ ବୀମା ଭୁକ୍ତ କ୍ଷତିଗ୍ରସ୍ତ ଚାଷୀ ଙ୍କୁ ବୀମା ଟଙ୍କା ଓ ସାର ସଠିକ ସମୟରେ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦେବାପାଇଁ  ଦାବି। ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭେଡେନ ତହସିଲ କାର୍ଯ୍ୟାଳୟ କୁ ବିଜେପି ଜିଲ୍ଲା ସମ୍ପାଦକ ଯଶୋବନ୍ତ ସେଠ ଙ୍କ ନେତୃତ୍ୱରେ ବିକ୍ଷୋଭ ସହ ଦାବୀ ପତ୍ର ଭେଡେନ ତହସିଲଦାର ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ତହସିଲଦାର ଙ୍କୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଜେପି ବିରିଷ୍ଠ ନେତା ଉର୍କୁଲୁ ତାଣ୍ଡି, ବିପିନ ଭୁସାଗର , ସରୋଜ ମିଶ୍ର, କୃଷ୍ଣଚନ୍ଦ୍ର ମେହେର ମଣ୍ଡଳ ସଭାପତି ଜୟଦେବ ପ୍ରଧାନ, ଭୀମସେନ ମଲ୍ଲିକ ଧନେଶ୍ୱର ପାଢ଼ୀ, ମଣ୍ଡଳ ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ଛନ୍ଦ, ଆନନ୍ଦ ଅଗ୍ରୱାଲ, ଚନ୍ଦ୍ରଶେଖର ତାଣ୍ଡି, ଖିରେଶ ମହାକୁର, ସୁବୋଧ ଦାଶ, ସୁରୁବାବୁ କର୍ମୀ, ଶେଷଦେବ ଛନ୍ଦ, ଆଲୁରୀ ତସୁବାବୁ, ମନରଞ୍ଜନ ଭୁଏ, ପ୍ରମୋଦ ବିଶି, ରବି ନାୟକ, ଶଶୀଭୂଷଣ ପାଣିଗ୍ରାହୀ, କ୍ରିଷ୍ଣା ପଟେଲ, ଟଙ୍କଧର ମେହେର, ଫକୀର ମହାପାତ୍ର, ଅନନ୍ତ ପ୍ରଧାନ,ପବିତ୍ର ସାହୁ  ଙ୍କ ସମେତ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଏହି ଆନ୍ଦୋଳନ ରେ ସାମିଲ ହୋଇଥିବାର ଦେଖାଯାଇଥିଲା ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୭/୨୦୨୨---- ୫,୨୦     Sakhigopal News,16/7/2022

Blog Archive

Popular Posts