ପାଣି ମଟର ଓ ଗ୍ରାଇଣ୍ଡର ଚୋରି କରି ଯୁବକ ଗିରଫ
ସାକ୍ଷୀଗୋପାଳ ---ସତ୍ଯବାଦୀ ଥାନା ଅନ୍ତର୍ଗତ ବାଲିଗୁଡା ଗ୍ରାମ ର ବିଜୟ କୁମାର ଦାଶଙ୍କ ଘରୁ ପାଣି ମଟର ଓ ଗ୍ରାଇଣ୍ଡର ଚୋରି କରି ସେହି ଗ୍ରାମର ଜଣେ ଯୁବକ ଗିରଫ ହୋଇଛି। ଯୁବକ ଜଣଙ୍କ ନାମ ହେଉଛି ଦାଶରଥି ଭୋଇଙ୍କ ପୁଅ ଆଲୋକ ଭୋଇ (ଗୁଡୁ) ୨୧ବୋଲି ପୋଲିସ ସୁତ୍ରରୁ ପ୍ରକାଶ। ପୋଲିସ ଆଲୋକ ଠାରୁ ପାଣି ମଟର ଓ ଗ୍ରାଇଣ୍ଡର ଜବତ କରିବା ସହ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୧୦/୨୦୨୫----୯,୨୫ Sakhigopal News,23/10/2025