ସରସ୍ୱତୀପୁର କୃଷକ ସେବା ସମବାୟ ସମିତିର ନୂତନ ସଭାପତି ହେଲେ ଦିବାକର
Divakar became the new president of the Saraswatipur Krishak Seva Samabaya Samiti.
ପିପିଲି --- ପିପିଲି ବ୍ଳକ ଅନ୍ତର୍ଗତ ସରସ୍ୱତୀପୁର କୃଷକ ସେବା ସମବାୟ ସମିତି ସାତଶଙ୍ଖର ନୂତନ ସଭାପତି ଭାବେ ଦିବାକର ପରିଡା ନିର୍ବାଚିତ ହୋଇଛନ୍ତି । ଦିବାକରଙ୍କୁ ୧୨ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦି ବନମାଳୀ ପ୍ରଧାନଙ୍କୁ ମାତ୍ର ୩ ଖଣ୍ଡ ଭୋଟ ମିଳିଥିଲା । ନିର୍ବାଚନ ଅଧିକାରୀ ବିଜୟ କୁମାର ବିଶ୍ୱାଳ ଏହି ଘୋଷଣା କରିଥିଲେ । ପିପିଲିରୁ ବିଜୟ କୁମାର ମହାପାତ୍ର, ୧୬/୭/୨୦୨୨----୫,୨୦ Sakhigopal News, 16/7/2022