ହାତୀଆକ୍ରମଣରେ ମହିଳାଙ୍କର ମୃତ୍ୟୁ
Woman killed in elephant attack
ବାଲେଶ୍ଵର---- ଵାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ବାଉଁଶଗଡିଆ ଗ୍ରାମର ସମା ହୋ ଙ୍କ ସ୍ତ୍ରୀ ଦ୍ରୌପଦୀ ଙ୍କୁ ହାତୀ ମାରିଦେଇଥିବାର ଜଣାପଡ଼ିଛି । ମୃତ ମହିଳା ଓସ୍ତପାଳରୁ ବାହୁଡା ରଥଯାତ୍ରା ଦେଖି ରାତିରେ ଘରକୁ ଫେରୁଥିଲେ । ଅନ୍ଧାର ଯୋଗୁଁ ହାତୀପଲରେ ପଶି ଯାଇଥିଲେ । ଯାହାଫଳରେ କି ଏକ ହାତୀ ତାଙ୍କୁ ଶୁଣ୍ଡରେ କଚାଡି ଦେଇ ଜଙ୍ଗଲକୁ ପଳେଇଥିଲା । ତାଙ୍କର ଚିକ୍ରାରଶୁଣି ଅନ୍ୟଲୋକ ମାନେ ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କର ମୃତ୍ୟୁ ଘଟି ଯାଇଥିଲା ।ଖଵରପାଇ ଵନଵିଭାଗ ଘଟଣା ସ୍ଥଳରେ ତନାଘନା ଚଳାଇଛି । ମୃତା ମହିଳା ଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ବାଉଁଶଗଡ଼ିଆର ପୂର୍ବତନ ସରପଞ୍ଚ ଵିଷ୍ଣପଦ ଘଡେଇ ଓ ଯୁବ ନେତା ଦୈତାରି ପଣ୍ଡା ଦାବି କରିଛନ୍ତି । ବାଲେଶ୍ଵର ରୁ କିଶୋର ବେହେରାଙ୍କ ରିପୋର୍ଟ,୧୦/୭/୨୦୨୨---୮,୧୦ Sakhigopal News,10/7/2022