୫ଲିଟର ଦେଶୀମଦ ଜବତ; ମହିଳା ଗିରଫ
5 liters of native liquor seized; Woman arrested.
ସାକ୍ଷୀଗୋପାଳ ---- ପଞ୍ଚାୟତ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଥାନା ପକ୍ଷରୁ ବିଶେଷ କରି ଚୋରା ମଦ କାରବାର କରୁଥିବା ବେପାରୀ ମାନଙ୍କ ଉପରେ ଚଡାଉ ଜାରି ରହିଛି । ସତ୍ୟବାଦୀ ଥାନା ଅନ୍ତର୍ଗତ ମଧୁବନ ଛକରେ ସୁନା ବରାଳ ଙ୍କ ଠାରୁ ୫ଲିଟର ବିଦେଶୀ ମଦ ଜବତ କରାଯାଇଛି । ତାଙ୍କୁ ଗିରଫ କରାଯିବା ସହ ୪୫/୨୨ରେ ଏକ ମାମଲା ରୁଜ କରାଯାଇଥିବା ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୨/୨୦୨୨---୬,୨୫
Sakhigopal News, 3/2/2022