Breaking News

୫ ଲିଟର ଦେଶୀ ମଦ ଜବତ. ମହିଳା ଗିରଫ

5 liters of native wine seized. Woman arrested

ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମର ଦେଶୀ ମଦ ବିକ୍ରୟ ଅଭିଯୋଗରେ ଉକ୍ତ ଗ୍ରାମର ମଞ୍ଜୁଲତା ଦେଇଙ୍କୁ ଗିରଫ କରାଯାଇଛି ।ତାଙ୍କ ଠାରୁ ୫ଲିଟର ଦେଶୀ ମଦ ଜବତ କରାଯାଇଛି ବୋଲି ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୨/୨୦୨୨---୬,୨୦   

Sakhigopal News, 15/2/2022


Blog Archive

Popular Posts