Breaking News

ସତ୍ୟବାଦୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାପଳ ଗଣତି ଆରମ୍ଭ ; ୩୧ ନଂ ଜୋନ ଜିଲ୍ଲାପରିଷଦ



ସାକ୍ଷୀଗୋପାଳ-- ସତ୍ୟବାଦୀ ବ୍ଳକରେ ୨୪ ଗୋଟି ପଞ୍ଚାୟତରେ ୩୦୫ଗୋଟି ବୁଥରେ ମତଦାନ ଶାନ୍ତପୂର୍ଣ୍ଣ ଭାବେ ଶେଷ ହୋଇଥିଲା । ବ୍ଳକରେ ତିନୋଟି ଜିଲ୍ଲାପରିଷଦ ଜୋନ ରହିଛି । ୩୧, ୩୨ ଓ ୩୩ ନଂ ଜୋନ ରହିଛି । ୧ଲକ୍ଷ ୧୩ହଜାର ୧୯୯ ଜଣ ଭୋଟର ରହିଛନ୍ତି । ଆଜି ପ୍ରଥମ ଦିନରେ ୩୧ନଂ ଜିଲ୍ଲାପରିଷଦ ଜୋନର ଭୋଟ ଗଣତି ଆରମ୍ଭ ହୋଇଛି ।ଏହି ଜୋନରେ ୯ ଗୋଟି ଗ୍ରାମ ପଞ୍ଚାୟତ ରହିଛି । ୬ ଜଣ ଜିଲ୍ଲା ପରିଷଦ ୧୧୩ଟି ୱାର୍ଡ ସଭ୍ୟ ରହିଥିବା ବେଳେ ୩୨ ଜଣ ସରପଞ୍ଚ ଓ ୩୦ ଜଣ ସମିତିସଭ୍ୟସଭ୍ୟା ନିର୍ବାଚନରେ ଲଡୁଛନ୍ତି ।

ଜିଲ୍ଲାପରିଷଦ ସଭ୍ୟଙ୍କ ନାମ

2ୟ ରାଉଣ୍ଡ ଶେଷ 

୧---ଜାନକୀ ବଲ୍ଲଭ ବରାଳ- ପଦ୍ମ---୧୫୯୯

୨---ଦେବେନ୍ଦ୍ର ଭୋଇ---- ହାତୀ      ---୧୭

୩---ନାରାୟଣ ରାଉତରାୟ---ବିଜେଡି---୨୩୪୮

୪----ପୂର୍ଣ୍ଣଚନ୍ଦ୍ର ବାରିକ-  ପୁଅ ଓ ଝିଅ    --୦୬

୫----ପ୍ରଭାତ ରାଉତରାୟ---- ବାଲଟି  ----୧୭

୬ --- ରାଜ କିଶେର ସାହୁ-- ଆମ ଆଦିମ ପାର୍ଟି---୯୬ ଖଣ୍ଡ ଭୋଟ ପାଇଛନ୍ତି । ୨ୟ ରାଉଣ୍ଡ ରେ ବିଜେଡି ଆଗରେ

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୨/୨୦୨୨--୮,୪୦ 

   Sakhigopal News, 26/2/2022

Blog Archive

Popular Posts